ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ କରୋନା ଭାଇରସ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଜେନିଭାଠାରେ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେସସ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରୁ କମ ସମୟ ମଧ୍ୟରେ କରୋନା ଭାଇରସ ଲୋପ ପାଇଯିବାର ସମ୍ଭାବନା ରହିଛି। ୧୯୧୮ରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନା ଭାଇରସକୁ ଶୀଘ୍ର ନିୟନ୍ତ୍ରଣ କରିହେବ। … Continue reading ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ କରୋନା ଭାଇରସ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ